ଚଟ Chaṭa

  • ଦେ. ବି. (ସଂ. ଜଟା) — ଥଳି; ବୋରା; ଅଖା — Gunny bag; sack cloth
  • ଦେ. ବି. (ସଂ. ଜଟା) — ଚଟେଇ; ମସିଣା — Mat
  • ପ୍ରାଦେ. (ମେଦିନୀପୁର ଓ ବାଲେଶ୍ୱର) ବି — ଝୋଟ — Jute
  • ଦେ. ଅ — ଚଟ୍ (ଦେଖ) — Chaṭ (See)