ଚଟୁଆ Chaṭuā

  • ଦେ. ବି (ସଂ. କଟି) — ଫଡ଼ିଆ; ପିଚା ଓ ଜଂଘ ମଧ୍ୟସ୍ଥ ଅଂଶ; କଟି ଓ ଆଣ୍ଠୁ ମଧ୍ୟରେ ଥିବା ଗୋଡ଼ର ପଛ ଅଂଶ — Hip; the back of the thigh
  • ଦେ. ବି (ସଂ. କଟି) — ସେ ଶକତି ମୋର ହାତରୁ ଫିଟିଗଲା, ଭୁଜାନ୍ତରେ ବାଜି ଚଟୁଆ ଫୁଟିଗଲା। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ।
  • ଦେ. ବି (ସଂ. କଟି) — ମୃଗାଦିର ଫଡ଼ିଆ — The ham hip of beasts; haunch
  • ଦେ. ବି (ସଂ. କଟି) — ଧାନ କିଆରିରେ ଜନ୍ମିବା ଏକପ୍ରକାର ଘାସ — A sort of weed growing in paddy fields
  • ଦେ. ବି (ସଂ. କଟି) — [ଦ୍ର—ଏହା ଏକ ଫୁଟ ପର୍ଯ୍ୟନ୍ତ ଉଚ୍ଚ, କାଣ୍ଡ ଚେପଟା, ପତ୍ର ଖଣ୍ଡାପରି।]
  • ପ୍ରାଦେ. (ସମ୍ବଲପୁର) ବି — ସାନ ଚଟୁ — Small stick-ladle