ଚଟି Chaṭi

  • ଦେ. ବି (ଫା. ଚତ୍ରୀ=ତମ୍ବୁ, ଡେରା; କିମ୍ବା ସଂ. ଚର) — ପାନ୍ଥଶାଳା; ପଥିକମାନଙ୍କ ବିଶ୍ରାମାର୍ଥ ମାର୍ଗନିକଟରେ ନିର୍ମିତ ଗୃହ — Rest house along a road; traveller's rest house; serai
  • ଦେ. ବି (ଫା. ଚତ୍ରୀ=ତମ୍ବୁ, ଡେରା; କିମ୍ବା ସଂ. ଚର) — ଅଳ୍ପଦିନ ସ୍ଥିତି ପାଇଁ ଭବଚଟି— ରାଧାନାଥ, ଦରବାର।
  • ଦେ. ବି (ଫା. ଚତ୍ରୀ=ତମ୍ବୁ, ଡେରା; କିମ୍ବା ସଂ. ଚର) — ଏହାକୁ ପିନ୍ଧି (ଚାଲିବାବେଳେ ଏଥିର ତଳାରେ ଗୋଇଠି ବାରଂବାର ବାଜି ଚଟ୍ ଚଟ୍ ଶବ୍ଦ ହେଉଥିବାରୁ) ପଛ ନ ଥିବା ଯୋତା — Slippers
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବି — କ୍ଷୁଦ୍ର ବହି — Pamphlets; booklets
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବିଣ (ତୁଳ. ବଂ. ଚଟୀ) — କ୍ଷୁଦ୍ର; ଛୋଟ — Little; small
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବିଣ (ତୁଳ. ବଂ. ଚଟୀ) — ସାନ; କନିଷ୍ଠ — Younger; junior
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବିଣ (ତୁଳ. ବଂ. ଚଟୀ) — (ଯଥା—ଚଟିବାବୁ।)
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବିଣ (ତୁଳ. ବଂ. ଚଟୀ) — ପତଳା — Thin
  • ପ୍ରାଦେ (ବାଲେଶ୍ୱର; ମେଦିନୀପୁର) ବିଣ (ତୁଳ. ବଂ. ଚଟୀ) — (ଯଥା—ଚଟି ବହି।)