ଚଟାତ୍ Chaṭāt

  • ଦେ. ଅ (ସଂ. ଝଟିତି; ହଠାତ୍) — ହଠାତ୍ — Unexpectedly
  • ଦେ. ଅ (ସଂ. ଝଟିତି; ହଠାତ୍) — ତତ୍କ୍ଷଣାତ୍ — At once
  • ଦେ. ଅ (ସଂ. ଝଟିତି; ହଠାତ୍) — ଶୀଘ୍ର — Quickly; briskly