ଚକ୍କର Chakkara

  • ଦେ. ବି — ମସ୍ତକ ଘୂର୍ଣ୍ଣନ — Giddiness; dizziness
  • ଦେ. ବି — ପ୍ରଦକ୍ଷିଣ — Walking round a thing; making circuit; circumambulation
  • ଦେ. ବି — ଘୋଡ଼ାର ଚକ୍ରାକାର ଗତି — Wheeling motion of the horse
  • ଦେ. ବି — କାହିଁ ଅଶ୍ୱାରୋହୀ ଘେନି ଅଶ୍ୱବର କଦମେ କୁଲାଇ ଦିଅର । ରାଧାନାଥ, ନନ୍ଦିକେଶ୍ୱରୀ।
  • ଦେ. ବି — ଘୋଡ଼ା ଦଉଡ଼ର ଚକ୍ରାକାର ଭୂଖଣ୍ଡ — The circuit of a race-course