ଚକୋୟା Chakoyā

  • ଦେ. ବି. ପୁଂ — ଚକୁଆ (ଦେଖ) — Chakuā (See)
  • ଦେ. ବି. ପୁଂ — ଯେସନେ ଚକୋୟା ପଛି—କାରୁଣ କରଇ ନିଶି ତେ ନ ମୋ ଅଭ୍ୟର୍ଥନା ବିଟପୋଦରେ। ପ୍ରାଚୀ, ରସବାରିଧି।