ଚକେ Chake
- ଦେ. କ୍ରି. ବିଣ. — ଚକ ଥରେ ଘୂରିଯିବା ଦୁରତ୍ୱ — Space travelled by a wheel in one circuit
- ଦେ. କ୍ରି. ବିଣ. — ଚକେ ଗଲେ ବାର ହାତ। ଢଗ।
- ଦେ. କ୍ରି. ବିଣ. — ଚକାଏ; ମନୁଷ୍ୟ ବସିଥିବା ଭୂମିପରିମିତ — Measuring as much space as is occupied by a man sitting on the ground
- ଦେ. କ୍ରି. ବିଣ. — ଚଉକେ (ଦେଖ) — Chauke (See)
- ଦେ. କ୍ରି. ବିଣ. — ସମସ୍ତଙ୍କ ଦେହଯାକ ଧୂଳି କାଦୁଅ ବୋଳା, ମୁଣ୍ଡରେ ଚକେ ଚକେ ରୁଢ଼। ଫକୀରମୋହନ, ଗଳ୍ପସ୍ୱଳ୍ପ।