ଚକଟା Chakaṭā
- ଦେ. ବି. (ସଂ. ଚଟ ଧାତୁ=ଭେଦନ; ତା. ଚିଖଲ=କାଦୁଅ) — ଦୁଇ ବସ୍ତୁକୁ ପାଣି ସଙ୍ଗେ ବା ଗୋଟିଏ ଘନ ବସ୍ତୁକୁ ତରଳ ବସ୍ତୁ ସଙ୍ଗେ ସାନ୍ଧିବା କର୍ମ — Act of mixing two things one of which is a liquid; kneading
- ଦେ. ବି. (ସଂ. ଚଟ ଧାତୁ=ଭେଦନ; ତା. ଚିଖଲ=କାଦୁଅ) — ଦୁଧ, ପାଚିଲାକଦଳୀ ପ୍ରଭୃତିର ସମ୍ମିଶ୍ରଣରେ ପ୍ରସ୍ତୁତ ଖାଦ୍ୟବିଶେଷ; କଦଳୀ ଚକଟା — A food prepared with milk and ripe plantains mixed together
- ଦେ. ବି. (ସଂ. ଚଟ ଧାତୁ=ଭେଦନ; ତା. ଚିଖଲ=କାଦୁଅ) — ହସ୍ତଦଳିତ ଖାଦ୍ୟ — Well kneaded food
- ଦେ. ବି. (ସଂ. ଚଟ ଧାତୁ=ଭେଦନ; ତା. ଚିଖଲ=କାଦୁଅ) — ଦଳିତ ପଦାର୍ଥ — Well mixed thing; solid thing mixed with a liquid thing
- ଦେ. ବି. (ସଂ. ଚଟ ଧାତୁ=ଭେଦନ; ତା. ଚିଖଲ=କାଦୁଅ) — ଗୋଡ଼ରେ ଦଳିବା — Treading with the feet
- ଦେ. ବିଣ — ଦଳିତ; ଦଳା ହୋଇଥିବା — Well mixed; thoroughly pressed
- ଦେ. ବିଣ — ପଦଦଳିତ — Trodden