ଚଉସମ Chausama

  • ଦେ. ବି—(ସଂ. ଚତୁଃସମ) — ଚାରିଗୋଟି ସୁଗନ୍ଧ ଦ୍ରବ୍ୟର ସମାହାର [ଚନ୍ଦନ; ଅଗୁରୁ (ମତାନ୍ତରରେ କର୍ପୂର) କସ୍ତୁରି ଓ କୁଙ୍କୁମ] — Aggregate of 4 scents used as a paste for the body (sandal, bdellium or camphor, musk and saffron)
  • ଦେ. ବି—(ସଂ. ଚତୁଃସମ) — ଚାରିଗୋଟି ଶ୍ଳେଷ୍ମା ନିବାରକ ଓଷଧ ଦ୍ରବ୍ୟର ଚୂର୍ଣ୍ଣ — Powder of 4 drugs for cold
  • ଦେ. ବି—(ସଂ. ଚତୁଃସମ) — [ଦ୍ର—ଶୁଣ୍ଠି, ପିପ୍ପଳି, ମରିଚ ଓ ବଚ ଚୂରା ହୋଇ ଏହା ପ୍ରସ୍ତୁତ ହୁଏ଼।]
  • ଦେ. ବି—(ସଂ. ଚତୁଃସମ) — ଲବଙ୍ଗ, ଜୀରା, ଜୁଆଣି ଓ ହରିଡ଼ାର ଚୂର୍ଣ୍ଣରେ ପ୍ରସ୍ତୁତ ପାଚକ, ଭେଦକ ଓ ଶୂଳନିବାରକ ଔଷଧବିଶେଷ — A medicinal preparation consisting of powdered clove, cumin, ptychotis and myrobalan