ଚଉରୀ Chaurī
- ଦେ. ବି — (ସଂ. ଚମରୀ)—କେଶଦ୍ୱାରା ନିର୍ମିତ କେଶବନ୍ଧନ— ରଜ୍ଜୁ — A string made of hairs strung together and used as a tape for tying the hair
- ଦେ. ବି — (ସଂ. ଚତ୍ୱର)—ଚାରିଆଡ଼େ ଘେରିଥିବା ପ୍ରାଙ୍ଗଣ; ଖଞ୍ଜା — Courtyard surrounded by houses on four sides
- ଦେ. ବି — (ସଂ. ଚତ୍ୱର) ଚଉଶାଳା (ଦେଖ) — Chauṡālā (See)
- ଦେ. ବି — ଚାମର (ଦେଖ) — Chāmara (See)
- ଦେ. ବି — ସତ୍ୟଆମ୍ବ (ଦେଖ) — Satya-āmba (See)
- ଦେ. ବି — ଅଗଣା ମଧ୍ୟରେ ଥିବା ଛୋଟ ପକ୍କା ବେଦୀ — A small pucca raised platform or altar in a courtyard
- ଦେ. ବି — (ସଂ. ଚତୁରିକା)—ଚାରିକୋଣିଆ ଅଗଣା — A quadrangular courtyard