ଚଉରସ୍ Chauras

  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ବର୍ଗ (କ୍ଷେତ୍ର); ଯାହାର ଚାରିବାହୁ ସମାନ — Square
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ଚାରିଆଡ଼ରେ ସମପରିମିତ — Even; equally or evenly distributed
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ଭଲ; ସମ୍ପୂର୍ଣ୍ଣ; ଷୋଳପଣୀ — Full; abundant
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — (ଯଥା—ଏ ବର୍ଷ ଚାରିଆଡ଼େ ଚଉରସ୍ ଫସଲ ହୋଇଅଛି; ଚଉରସ ଭୋଜନ।)
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — (ଚଉରସିଆ—ଅନ୍ଯରୂପ)
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ସମତଳ; ସମତୁଲ — Level; flat; even; smooth
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ଶକ୍ତ; ମଜଭୁତ୍ — Strong; firm
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — (ଥଟାରୀଙ୍କ ବ୍ଯବହୃତ ଶଦ୍ଦ) କଂସା ଆଦି ବାସନକୁ ରାମ୍ପି ପାଲିସ କରିବାପାଇଁ ବ୍ଯବହୃତ ହତିଆର — A scraper used by braziers to scrape and polish utensils
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — ଖୁବ୍ — Excessive
  • ଦେ. ବିଣ. (ସଂ. ଚତୁରସ୍ର=ଚତୁଷ୍କୋଣ) — (ଯଥା—ଚଉରସ ମାଡ଼, ଚଉରସ ସୋଧନ।)
  • ପ୍ରାଦେ. (ଗଡ଼ଜାତ) ବି — ଚରସ୍ (ଦେଖ) — Charas (See)