ଚଉବନ Chaubana

  • ଦେ. ବି (ସଂ. ଚତୁଃପଞ୍ଚାଶତ୍ ପ୍ରା. ଚଉବଣ୍ୱ) — ପଚାଶ ଅପେକ୍ଷା ଚାରି ଅଧିକ ସଂଖ୍ୟା; 54 ସଂଖ୍ୟା — ପଚାଶ ଅପେକ୍ଷା ଚାରି ଅଧିକ ସଂଖ୍ୟା;54ସଂଖ୍ୟା— Fifty-four; 54
  • ଦେ. ବିଣ — 54 ସଂଖ୍ୟକ — 54ସଂଖ୍ୟକ— Numbering fifty-four