ଚଉଥ Chutha
- ଦେ. ବି (ସଂ. ଚତୁର୍ଥୀ) — ଏକଚତୁର୍ଥାଂଶ; ଚତୁର୍ଥ ଭାଗ — A fourth part; a quarter
- ଦେ. ବି (ସଂ. ଚତୁର୍ଥୀ) — ମରହଟ୍ଟାମାନେ ମୁସଲମାନ୍ ଶାସିତ ବଙ୍ଗବିହାରଓଡ଼ିଶାରୁ ଆଦାୟ କରୁଥିବା କର — A fourth part of the land revenue which the Marhattas used to collect from the tenants of Bengal, Bihar and Orissa under Mahomedan rule
- ଦେ. ବି (ସଂ. ଚତୁର୍ଥୀ) — [ଦ୍ର—ମରହଟ୍ଟାମାନେ ଓଡ଼ିଶା ଅଧିକାର କରି ପ୍ରଜାମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ଭୂମିରାଜସ୍ୱର 1/4 ଅଂଶ ଗ୍ରହଣକରି ଅବଶିଷ୍ଟ ଜମିଦାରମାନଙ୍କ ପାଇଁ ଛାଡ଼ି ଦେଉଥିଲେ, ତେଣୁ ଏହାକୁ 'ଚଉଥ' କୁହା ଯାଉଥିଲା। ଶିବାଜୀଙ୍କ ଅମଳରେ ମରହଟ୍ଟାମାନେ ମଧ୍ୟ ଅନ୍ଯ ରାଜାମାନଙ୍କ ରାଜ୍ୟକୁ ଆକ୍ରମଣକରି ଉକ୍ତ ରାଜ୍ୟରୁ ଚୌଥ ଆଦାୟ କରୁଥିଲେ। ମରହଟ୍ଟାମାନଙ୍କ ଲୁଟପାଟ ଓ ଅତ୍ୟାଚାରରୁ ରାଜ୍ୟକୁ ରକ୍ଷା କରିବା ପାଇଁ ତତ୍ତତ୍ ରାଜ୍ୟର ରାଜାମାନେ ମଧ୍ୟ ସେମାନଙ୍କ ରାଜ୍ୟରୁ ମରହଟ୍ଟାମାନଙ୍କର ଚୌଥ ଆଦାୟ କରିବାର ଅଧିକାର ମରହଟ୍ଟା— ମାନଙ୍କୁ ସନନ୍ଦ ଦ୍ୱାରା ଅର୍ପଣ କରୁଥିଲେ।] — [ଦ୍ର—ମରହଟ୍ଟାମାନେ ଓଡ଼ିଶା ଅଧିକାର କରି ପ୍ରଜାମାନଙ୍କ ଠାରୁ ନିର୍ଦ୍ଦିଷ୍ଟ ଭୂମିରାଜସ୍ୱର1/4ଅଂଶ ଗ୍ରହଣକରି ଅବଶିଷ୍ଟ ଜମିଦାରମାନଙ୍କ ପାଇଁ ଛାଡ଼ି ଦେଉଥିଲେ, ତେଣୁ ଏହାକୁ 'ଚଉଥ' କୁହା ଯାଉଥିଲା ଶିବାଜୀଙ୍କ ଅମଳରେ ମରହଟ୍ଟାମାନେ ମଧ୍ୟ ଅନ୍ଯ ରାଜାମାନଙ୍କ ରାଜ୍ୟକୁ ଆକ୍ରମଣକରି ଉକ୍ତ ରାଜ୍ୟରୁ ଚୌଥ ଆଦାୟ କରୁଥିଲେ ମରହଟ୍ଟାମାନଙ୍କ ଲୁଟପାଟ ଓ ଅତ୍ୟାଚାରରୁ ରାଜ୍ୟକୁ ରକ୍ଷା କରିବା ପାଇଁ ତତ୍ତତ୍ ରାଜ୍ୟର ରାଜାମାନେ ମଧ୍ୟ ସେମାନଙ୍କ ରାଜ୍ୟରୁ ମରହଟ୍ଟାମାନଙ୍କର ଚୌଥ ଆଦାୟ କରିବାର ଅଧିକାର ମରହଟ୍ଟା— ମାନଙ୍କୁ ସନନ୍ଦ ଦ୍ୱାରା ଅର୍ପଣ କରୁଥିଲେ]
- ଦେ. ବି (ସଂ. ଚତୁର୍ଥୀ) — କୌଣସି ରୟତି ଜମି ବିକ୍ରି ହେଲେ ଜରସମନର 1/4 ଅଂଶ, ଯାହାକି ଖରିଦଦାର ଜମିଦାରଙ୍କୁ ରୋସମ ଦେଇ ଆପଣା ନାମ ଦାଖଲଖାରଜ କରାଏ — କୌଣସି ରୟତି ଜମି ବିକ୍ରି ହେଲେ ଜରସମନର1/4ଅଂଶ, ଯାହାକି ଖରିଦଦାର ଜମିଦାରଙ୍କୁ ରୋସମ ଦେଇ ଆପଣା ନାମ ଦାଖଲଖାରଜ କରାଏ— . Mutation fee, being 1/4 of the consideration money paid to a Zimindar to register the name of the purchaser of a royati holding