ଚଇତା Chaitā

  • ଦେ. ବି. (ସଂ. ଚୈତନ୍ୟ) — ଚୈତନ୍ୟର ଅନାଦରବ୍ୟଞ୍ଜକ ଡାକନାମ — Name for calling Cha̲i̱tanya
  • ଦେ. ବି. (ସଂ. ଚୈତନ୍ୟ) — ଚଇତା! ତବତ ଖାଇବୁ କି ପଖାଳ ଖାଇବୁ ବେଳ ଥାଉଁ ଥାଉଁ କହିଥା—ଢଗ
  • ଦେ. ବି. (ସଂ. ଚୈତ୍ୟ) — ଚୈତ୍ରମାସ ସମ୍ବନ୍ଧୀୟ — Appertaining to the month of Cha̲i̱tra
  • ଦେ. ବି. (ସଂ. ଚୈତ୍ୟ) — (ଯଥା—ଚଇତା ପବନ।)
  • ଦେ. ବି. (ସଂ. ଚୈତ୍ୟ) — ଚୈତ୍ରମାସରେ ଆମଦାନି କରା ହେବା (ଫସଲ) — (crop) Harvested in the month of Cha̲i̱tra
  • ଦେ. ବି. (ସଂ. ଚୈତ୍ୟ) — (ଯଥା—ଚଇତା ହରଡ଼।)