ଚଇତନ Chaitana

  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — ଚେତା; ଚେତନା — Consciousness
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — ଜ୍ଞାନ; ଚୈତନ୍ୟ — Perception; sensation
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — କାଳ ସ୍ୱଭାବ ସଙ୍ଗେ ମନ ସେ ନିତ୍ୟ ଶୁଦ୍ଧ ଚଇତନ। ଜଗନ୍ନାଥ, ଭାଗବତ।
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — ବଙ୍ଗଦେଶର ପ୍ରସିଦ୍ଧ ଧର୍ମପ୍ରଚାରକ; ଶ୍ରୀ ଚୈତନ୍ୟ — The name of the religious reformer of Bengal (taken to be an incarnation of Bishṇu); Cha̲i̱tanya
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — ଚୈତନ୍ୟ ବା ଚୈତନ୍ୟଚରଣନାମକ ବ୍ଯକ୍ତିର ଡାକ ନାମ — Name by which a person named Cha̲i̱tanya or Cha̲i̱tanyacharaṇa is called
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — (ବ୍ୟଙ୍ଗ) ପ୍ରହାର (ଯାହାଦ୍ୱାରା ଚେତନା ଉଦୟ ହୁଏ) — (ironical) A stripe (as punishment)
  • ଗ୍ରା. (ପଦ୍ଯ) ବି. (ସଂ. ଚୈତନ୍ୟ) — (ଯଥା—ଏ ପିଲାଠେଇଁ ଗୋଟିକେତେ ଚଇତନ ବାଜିଗଲେ ତାର ପଢ଼ାପଢ଼ି ପ୍ରତି ମନ ଯିବ।)