ଘଡ଼ିକ Ghaṟḍ̠ika

  • ଦେ. ବି. — ଏକ ଘଡ଼ି ସମୟ — About 45 minutes
  • ଦେ. ବି. — ଅଳ୍ପ ସମୟ — A moment only
  • ଦେ. ବି. — ଘଡ଼ିକ ଅନ୍ତର ମୋର ନ ହୁଅଇ ସହି। ନନ୍ଦକିଶୋର—ସୀତାବନବାସ।