ଘଡ଼ିଅଳ Ghaṟḍ̠iaḻa

  • ଦେ. ବି (ସଂ. ଘଟ) — ଯେ ଘଣ୍ଟାବଜାଏ; ଘଣ୍ଟୁଆ — One who strikes a gong; bell-man
  • ଦେ. ବି (ସଂ. ଘଟ) — ଘଡ଼ିମୁହାଁ ବଡ଼ କିମ୍ଭୀର — A species of alligator; Gavial; Gavialis Gangeticus
  • ଦେ. ବି (ସଂ. ଘଟ) — [ଦ୍ର— ଏହାର ଥୋଡ଼ ଉପରେ ଗୋଟିଏ ଘଡ଼ି ପରି ପାତ୍ରାକୃତି ଗହର ଥାଏ ଓ ସେଥିରେ ପାଣି ପଶି ପୁଣି ବାହାରି ଯାଉଥାଏ।]