ଘଡ଼ା Ghaṟḍ̠ā

  • ଦେ. ବି. (ସଂ. ଘଟ) — କ୍ଷୁଦ୍ର ବା ବୃହତ୍ କଳସାକୃତି ମୃତ୍ପାତ୍ର — Earthen pitcher (narrow-mouthed and deep-bellied)
  • ଦେ. ବି. (ସଂ. ଘଟ) — (ଯଥା— କାକର ଧରି ଘଡ଼ା ଭରତି କରିବା ନ୍ଯାୟ)।
  • ଦେ. ବି. (ସଂ. ଘଟ) — ଗରା — Brass water-pot (bottle-shaped)