ଘ୍ରେୟ Ghreya

  • ସଂ. ବିଣ (ଘ୍ରା ଧାତୁ+କର୍ମ. ୟ) — ଶୁଙ୍ଘାଯିବାର ଯୋଗ୍ୟ; ଯାହା ଶୁଂଘା ଯାଇ ପାରେ — Fit to be smelled
  • ସଂ. ବି — ଗନ୍ଧଦ୍ରବ୍ୟ — Scents
  • ସଂ. ବି — ଗନ୍ଧ — Smell; odour