ଘ୍ନ Ghna
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — ଘାତକ — Murdering; killing
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — (ଯଥା—ଶତ୍ରୁଘ୍ନ)
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — ନାଶକାରୀ — Destroying
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — (ଯଥା—ପୁଣ୍ୟଘ୍ନ)
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — ଆରୋଗ୍ୟକାରୀ — Curring
- ସଂ. ବିଣ. ପୁଂ. (ହନ ଧାତୁ+କର୍ତ୍ତୃ. ଅ; ଅନ୍ଯ ଶବ୍ଦ ପରେ ସମାସରେ ଯୁକ୍ତ ହୁଏ; ଯଥା—କୃତଘ୍ନ, ଶତ୍ରୁଘ୍ନ) — (ଯଥା—ପିତ୍ତଘ୍ନ)