ଘୋଡ଼ିଙ୍ଗ Ghoṟḍ̠iṅga

  • ଦେ. ବି. — ଘୋଡ଼ା ପରି ଲାଞ୍ଜ ଥିବା ଏକ ପ୍ରକାର ଫିକା— ହଳଦିଆ ବାଘ — A species of pale-yellowish grey tiger with bushy tail; The ounce or snow leopard; Felis Uncia (Burke; the Indian field-shikar-book)
  • ଦେ. ବି. — [ଦ୍ର—ଏମାନେ କଟକ ନିକଟବର୍ତ୍ତୀ ନଈପଠାରେ ଦେଖାଯାଆନ୍ତି ଓ ବାଛୁରୀ ଓ ଛେଳି ଆଦି ଜନ୍ତୁଙ୍କ ମାରି ଖାଆନ୍ତି। ଏହା ଛଡ଼ା ବାଘ ଜାତୀୟ ଅନ୍ଯ କୋଣସି ଜନ୍ତୁର ଝାମ୍ପୁଡ଼ା ଲାଞ୍ଜ ନାହିଁ। ଓଡ଼ିଶାର ଅନ୍ୟତ୍ର ଏ ଦେଖାଯାଏ ନାହିଁ। ସମ୍ଭବତଃ ମହାନଦୀର ବଢ଼ିରେ ଦୂର ଦେଶର ଜଙ୍ଗଲରୁ ଗୋଟା କେତେ ଭାସି ଆସି ନଈ ପଠାରେ ଏମାନଙ୍କ ବଂଶବୃଦ୍ଧି ହୋଇଅଛି। ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ।]
  • ଦେ. ବି. — ଘୋଡ଼ଙ୍ଗ (ଦେଖ) — Ghoṟḍ̠aṅga (See)