ଘୋସ୍ Ghos
- ବୈଦେ. ବି. (ଆ. ଗୁସ୍ତ) — ଖାଦ୍ୟାର୍ଥ ବ୍ଯବହୃତ ଜୀବମାଂସ — Animal-meat used for food
- ଦେ. ବି. (ସଂ. ଗୁହ୍ୟାଶୟ) — ଉତ୍କୋଚ; ଲାଞ୍ଚ — Bribe
- ଦେ. ବି. (ସଂ. ଗୁହ୍ୟାଶୟ) — (ଜାହାଜିଆ ଶବ୍ଦ) ଉପର ଦିଗ — (nautical) Upside; the upper side
- ଦେ. ଅ. (ଜାହାଜିଆ ଶବ୍ଦ) — (ପାଲଟଣା ଡଙ୍ଗା ବା ଜାହାଜରେ ପାଲକୁ ଉପରକୁ ଟାଣି ଦେବାର ଆବଶ୍ୟକ ହେଲେ ନାହୁରି ମାନେ ଏ ଶବ୍ଦ ବ୍ଯବହାର କରନ୍ତି) ପାଲକୁ ଉପରକୁ ଟାଣି ନିଅ — (nautical) Draw the sail upwards