ଘୋଷରା Ghosharā
- ଦେ. ବି (ସଂ. ଘର୍ଷଣ) — ଭୂମିରେ ପକାଇ ଟାଣିନେବା; ଘୋଷାରିବା କର୍ମ — Dragging on the ground; state of being dragged on the ground
- ଦେ. ବି (ସଂ. ଘର୍ଷଣ) — ବାଘନବା ବାଧେ ନାହିଁ; ଘୋଷରାଟା ବାଧେ—ଢଗ।
- ଦେ. ବି (ସଂ. ଘର୍ଷଣ) — ଉଚ୍ଚ ସ୍ଥାନରୁ ନିମ୍ନକୁ ସହଜରେ ଗାଡ଼ି ଘୋଡ଼ା ଆଦି ଯିବା ନିମିତ୍ତ ଯେଉଁ ଗଡ଼ାଣିଆ ପଥ ତିଆରି ହୋଇଥାଏ; ଗଡ଼ା — Sloping road; gradual incline
- ଦେ. ବି (ସଂ. ଘର୍ଷଣ) — ରାସ୍ତା ଉପର ଦେଇ ପାଣି ପାର ହୋଇ ବହିଯିବା ପାଇଁ ହୋଇଥିବା ଅନୁଚ୍ଚ ପୟଃପ୍ରଣାଳୀ — Causeway
- ଦେ. ବି (ସଂ. ଘର୍ଷଣ) — ଘୋଷରା ଚିହ୍ନ (ଦେଖ) — Ghosharā chihna (See)
- ଦେ. ବିଣ. ପୁଂ — ଅଳସୁଆ — Lazy; slothful
- ଦେ. ବିଣ. ପୁଂ — ମଠୁଆ; ଦୀର୍ଘସୂତ୍ରୀ — Dilatory