ଘୋଷକ Ghoshaka

  • ସଂ. ବିଣ. ପୁଂ. (ଘୂଷ୍ ଧାତୁ+କର୍ତ୍ତୃ. ଅକ) — ଧ୍ୱନିକାରକ — Sounding; crying
  • ସଂ. ବିଣ. ପୁଂ. (ଘୂଷ୍ ଧାତୁ+କର୍ତ୍ତୃ. ଅକ) — ଘୋଷଣାକାରୀ; ପ୍ରଚାରକ — Proclaiming; publishing
  • ସଂ. ବି — ଘଣ୍ଟାବଜାଳି ଲୋକ — Bell-man
  • ସଂ. ବି — ପ୍ରଚାରକ ବ୍ଯକ୍ତି — Proclaimer; publisher
  • ସଂ. ବି — ବକ୍ତା — Preacher; speaker
  • ସଂ. ବି — ଜହ୍ନି (ଲତା ଓ ଫଳ) — Luffa Acutanglia (creeper and fruit)