ଘୋରଣା Ghoraṇā
- ଦେ. ବି (ସଂ. ଘୂର୍ଣ୍ଣ ଧାତୁ) — ଯେଉଁ କାଠିଦ୍ୱାରା ନିଆଁ ଉପରେ ସିଦ୍ଧ କରାଯାଉଥିବା ଡାଲି ତିଅଣ ଆଦି ଘୋରିବାକୁ ବା ଘାଣ୍ଟିବାକୁ ହୁଏ; ଚଟୁ — A rod for strring up boiling curry, dal etc
- ଦେ. ବି (ସଂ. ଘୂର୍ଣ୍ଣ ଧାତୁ) — ଚକି; ପେଷଣା; ଚୂରିବା ଯନ୍ତ୍ର — Pounding machine; mill-stone