ଘୋଟା Ghoṭā

  • ଦେ. ବି. (ସଂ. ଘୃଷ୍ଟ) — ଭାଙ୍ଗ ଓ ନାଶ ପ୍ରଭୃତି କୁଣ୍ଡିରେ ବାଡ଼ିଦ୍ୱାରା ଘୋଟିବା; ପେଷିବା ବା ମର୍ଦ୍ଦନ କରିବା — To pound tobacco, bhāng etc in a mortar with the help of a rod
  • ଦେ. ବିଣ — ମର୍ଦ୍ଦିତ; ଦଳିତ; ନିଷ୍ପେଷିତ — Pounded; bruised