ଘୋଟଣା Ghoṭaṇā

  • ଦେ. ବି. — କୁଣ୍ଡିରେ ଭାଙ୍ଗଆଦି ଘୋଟିବା ଠେଙ୍ଗା — The long wooden rod for pestling things in a mortar
  • ପ୍ରାଦେ. (ଗଞ୍ଜାମ) ବି — ବିଲରେ କାମ କରୁଥିବା ମୁଲିଆଙ୍କ ନିମନ୍ତେ ଘରୁ ନିଆଯିବା ଖାଦ୍ୟ ପଦାର୍ଥ — Food carried from home to the labourers working in the field
  • ପ୍ରାଦେ. (ଗଞ୍ଜାମ) ବି — କେଉଁଠାରେ ପୁଣି କନ୍ଧ ବାମାଗଣ ହୋଇଥାନ୍ତି ଠିଆ ଘୋଟଣା ଘେନିଣ। ତାରିଣୀଚରଣ. ଋଷିକୁଲ୍ୟା।