ଘେରା Gherā

  • ଦେ. ବି. — ଘେର (ଦେଖ) — Ghera (See)
  • ଦେ. ବି. — ଚାରି ପାଖରେ ବୁଲିବା; ପ୍ରଦକ୍ଷିଣ — Going round; circuit; circumambulation
  • ଦେ. ବି. — ଭରା; ଥରେ ଚାରି ପାଖରେ ବୁଲି ଆସିବା — One circuit
  • ଦେ. ବିଣ. — ବେଷ୍ଟିତ — Surrounded
  • ଦେ. ବିଣ. — ବାଡ଼ଦ୍ୱାରା ଚାରିଦିଗରେ ଅବରୁଦ୍ଧ — Fenced all round; enclosed