ଘେରାଉ Gherā
- ଦେ. ବି. (ସଂ. ଘୃ ଧାତୁ=ଅଚ୍ଛାଦନ କରିବା) — ବେଷ୍ଟନ — Enclosing
- ଦେ. ବି. (ସଂ. ଘୃ ଧାତୁ=ଅଚ୍ଛାଦନ କରିବା) — ଦୁର୍ଗ ନଗରାଦିର ଅବରୋଧ — Seige; blockade of a town or fort
- ଦେ. ବି. (ସଂ. ଘୃ ଧାତୁ=ଅଚ୍ଛାଦନ କରିବା) — ଅବରୁଦ୍ଧ ଅବସ୍ଥା — Blockaded condition
- ଦେ. ବିଣ — ଆବୃତ; ଆଚ୍ଛାଦିତ — Covered
- ଦେ. ବିଣ — ଆବଦ୍ଧ — Enclosed
- ଦେ. ବିଣ — ଅବରୁଦ୍ଧ — Beseiged; blockaded