ଘେନି Gheni
- ଦେ. ଅ — ନିମନ୍ତେ; ଯୋଗୁ; ଲାଗି; ପାଇଁ — For
- ଦେ. ଅ — ତୋ ଘେନି ଆତ୍ମଘାତି ହୋଇଲୁରେ। କବିସୂର୍ଯ୍ୟ. କିଶୋରୀ ଚମ୍ପୂ. ଘ ଗୀତ।
- ଦେ. ଅ — ହେତୁରୁ; କାରଣରୁ — Owing to; on account of
- ଦେ. ଅ — ଏ ଘେନି ସେ ସମସ୍ତ ଏ ଗ୍ରନ୍ଥ ଲକ୍ଷଣ। କୃଷ୍ଣସିଂହ, ମହାଭାରତ, ଆଦି।
- ଦେ. ଅ — [ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର 6 ଷ୍ଠୀ ଓ ବିକଳ୍ପେ 1 ମା ବିଭକ୍ତି ହୁଏ।] — [ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର6ଷ୍ଠୀ ଓ ବିକଳ୍ପେ1ମା ବିଭକ୍ତି ହୁଏ]
- ଦେ. ଅ — ଦ୍ୱାରା — By
- ଦେ. ଅ — ଅଙ୍ଗୁଳି ଘେନି ଦେଖାଇ ବୋଲେ ଦେବ ସୈନ୍ୟ କଳୁଅଛି ରାବଣ। ବଶ୍ୱନାଥ. ବିଚିତ୍ରରାମାୟଣ।
- ଦେ. ଅ — ସହିତ; (ଅମୁକ) କୁ ମିଶାଇ — With; including
- ଦେ. ଅ — ନିଶ୍ଚଳ ଧ୍ୟାନ ମନ୍ତ୍ରଦେଶ ସଂସ୍କାର ଘେନି ଏ ଯେ ଦଶ। ଜଗନ୍ନଥ—ଭାଗବତ।
- ଦେ. ଅ — [ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର 2 ୟା ବିଭକ୍ତି ହୁଏ।] — [ଦ୍ର—ଏହା ପୂର୍ବରେ ଥିବା ବିଶେଷ୍ୟ ବା ସର୍ବନାମର2ୟା ବିଭକ୍ତି ହୁଏ]