ଘୃତ Ghṛuta

  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — ଘିଅ — Ghee; clarified butter
  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — ନବନୀତ — Butter
  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — ଜଳ — Water
  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — (+ଭାବ. ତ)—ଦୀପ୍ତି — Brightness
  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — ଆୟୁର୍ବେଦର ଉପଦେଶମତେ ଔଷଧାର୍ଥ ଅନ୍ଯ ଦ୍ରବ୍ୟ ସଙ୍ଗେ ରନ୍ଧା ଯାଇଥିବା ଘୃତ — Medicated ghee
  • ସଂ. ବି. (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ) — (ଯଥା—ଛାଗଳାଦି ଘୃତ)
  • ସଂ. ବିଣ — (+କର୍ମ. ତ) ଦୀପ୍ତ — Bright; dazzling
  • ସଂ. ବିଣ — ଛିଞ୍ଚା ହୋଇଥିବା — Sprinkled
  • ସଂ. ବିଣ — ଆଲୋକିତ — Lighted; illuminated