ଘୃଣି Ghṛuṇi
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ସୂର୍ଯ୍ୟଙ୍କ କିରଣ; ଖରା — Rays of the sun; sun's rays
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ସୂର୍ଯ୍ୟ — The sun
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ଉତ୍ତାପ — Heat
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ଆଲୋକଶିଖା — Beam or pencil of light
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ଚନ୍ଦ୍ରକିରଣ — Moonbeam
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — (ଘୃ ଧାତୁ+କର୍ମ. ନି) ତରଙ୍ଗ — Wave
- ସଂ. ବି. (ଘୃଣା ଧାତୁ+କର୍ତ୍ତୃ. ଇ) — ଜଳ — Water
- ସଂ. ବିଣ. — ଉଜ୍ଜଳ — Shining; bright
- ସଂ. ବିଣ. — ଅସନ୍ତୋଷଦାୟକ — Displeasing