ଘୁଡ଼ି Ghuṟḍ̠i
- ଦେ. ବି. (ସଂ. ଘୂର୍ଣ୍ଣ; ତୁଳ. ଫା. ଗୁଡ୍ଡୀ; ତୁଳ. ସଂ. ଗୁରୁ+ ଉଡ୍ଡୀନ) — ଆକାଶରେ ଉଡ଼ାଇବା ପାଇଁ କାଗଜ— ନର୍ମିତ ଚତୁଷ୍କୋଣ କ୍ରୀଡ଼ନକ; କାଗଜପ୍ରସ୍ତୁତ ଚକି — Paper kite
- ଦେ. ବି. (ସଂ. ଘୂର୍ଣ୍ଣ; ତୁଳ. ଫା. ଗୁଡ୍ଡୀ; ତୁଳ. ସଂ. ଗୁରୁ+ ଉଡ୍ଡୀନ) — [ଦ୍ର—ଖେଳିବା ପାଇଁ ଏଥିରେ ସୂତା ଲଗାଇ ପିଲାମାନେ ଏହାକୁ ଶୂନ୍ଯରେ ଉଡ଼ାନ୍ତି।]