ଘୁସ୍ Ghus
- ଦେ. ବି (ସଂ. ଗୁହ୍ୟାଶୟ=ଗୁପ୍ତ ଅଭିପ୍ରାୟ; ଗୁପ୍ତଅଭିପ୍ରାୟସାଧନାର୍ଥ ପ୍ରଦତ୍ତ ଧନ; କିମ୍ବା ସଂ. ଘୁଷ୍ ଧାତୁ=ବଧକରିବା; ଯାହା ସତ୍ୟ ଓ ନ୍ଯାୟକୁ ବଧକରେ; କିମ୍ବା ଘୁଷ୍ ଧାତୁ=ପ୍ରଶଂସାକରିବା; ଯାହା ଗ୍ରହୀତାଙ୍କ କୃତ ଉପକାର ପାଇଁ ପ୍ରଶଂସା କରିବା ପରିବର୍ତ୍ତରେ ଦିଆଯାଏ।) — ଉତ୍କୋଚ; ଲାଞ୍ଚ — Bribe; illegal gratification