ଘୁଲିବା Ghulibā

  • ପ୍ରାଦେ. (ସମ୍ବଲପୁର) କ୍ରି.—(ସଂ. ଘୂର୍ଣ୍ଣନ; ପ୍ରା. ଘୁଳନ; ତୁଳ. ହି. ଘୁଇନା) — ଗୋଳିବା; ଗୋଳାଇବା — To stir up or agitate several ingredients for the purpose of mixing them together