ଘୁମ Ghuma

  • ଦେ. ବି — ନିଦ୍ରା; ନିଦ — Sleep; slumber
  • ଦେ. ବି — ଢୁଳାଇବା; ନିଦ୍ରାଯୁକ୍ତ ହୋଇ ବସିବା ଅସସ୍ଥାରେ ଢଳିବା — Reeling due to an attack of sleepiness; stupor; dozing
  • ଦେ. ବି — ଘମ; ଶସ୍ୟାଦି ସଞ୍ଚୟ କରିବା ନିମନ୍ତେ ମାଟିରେ ତିଆରି ସରୁମୁହାଁ ଓ ବଡ଼ ପେଟ ଥିବା ଉଚ୍ଚ ମାଟି ନନ୍ଦିଆ — 3. A big earthen jar for storing grains (Small-mouthed, deep-bellied and tall.)
  • ଦେ. ବି — ବାହୁ ଆଉ ଲୋକଙ୍କ ଜଙ୍ଘ ପରି ମୋଟା, ପେଟଟି ଗୋଟିଏ ଦଶ ନୌତିଆ ଘୁମ—ଫକୀରମୋହନ. ଗଳ୍ପସ୍ୱଳ୍ପ।