ଘିମିର Ghimira

  • ଦେ. ବି. (ସଂ. ଘର୍ମଚର୍ଚ୍ଚିକା) — ଘର୍ମଜନିତ କ୍ଷୁଦ୍ର ବ୍ରଣ; ଘମିର; ଘିମିରି — Prickly heat; lichen; popular tropical lichen