ଘାୟେ Ghāye

  • ଦେ. କ୍ରି. ବିଣ — (ଅମୁକର) ଆଘାତରେ — By the stroke of
  • ଦେ. କ୍ରି. ବିଣ — କେତକୀଗନ୍ଧ—ବନ୍ଧୁ ମଧୁ ବାୟେ ପ୍ରାଣ ଦହଇ କାମବାଣ ଘାୟେ—ପ୍ରାଚୀ. ରସବାରିଧି।