ଘାସ Ghāsa

  • ସଂ. ବି.—(ଘସ୍ ଧାତୁ=ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂ. ଗ୍ରାସ୍ସ୍) — ଦୂର୍ବା; ଦୂବ — Creeping grass
  • ସଂ. ବି.—(ଘସ୍ ଧାତୁ=ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂ. ଗ୍ରାସ୍ସ୍) — କୁଟା — Straw
  • ସଂ. ବି.—(ଘସ୍ ଧାତୁ=ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂ. ଗ୍ରାସ୍ସ୍) — ସାଧାରଣ ଘାସ; ତୃଣ — Ordinary grass; pasture grass; meadow-grass
  • ସଂ. ବି.—(ଘସ୍ ଧାତୁ=ଭକ୍ଷଣ କରିବା+ କର୍ମ. ଅ; ଗବାଦି ପଶୁ ଯାହାକୁ ଖାଆନ୍ତି; ତୁଳ. ଇଂ. ଗ୍ରାସ୍ସ୍) — ଖାଦ୍ୟ — Food