ଘାଟ Ghāṭa

  • ସଂ. ବି (ଘଟ୍ ଧାତୁ ଣିଜନ୍ତ ଘାଟି ଧାତୁ=ହିଂସା କରିବା+କର୍ତ୍ତୃ. ଅ) — ଗ୍ରୀବା; ବେକ — Neck; back of the neck
  • ସଂ. ବି (ଘଟ୍ ଧାତୁ ଣିଜନ୍ତ ଘାଟି ଧାତୁ=ହିଂସା କରିବା+କର୍ତ୍ତୃ. ଅ) — ଘଟ; କୁମ୍ଭ — A pitcher
  • ସଂ. ବି (ଘଟ୍ ଧାତୁ ଣିଜନ୍ତ ଘାଟି ଧାତୁ=ହିଂସା କରିବା+କର୍ତ୍ତୃ. ଅ) — ନଈଘାଟ; ଯେଉଁଠାରେ ନଈଆଦି ପାରିହେବା ପାଇଁ ଲୋକେ ଡଙ୍ଗାରେ ଚଢ଼ନ୍ତି ଓ ଡଙ୍ଗାରୁ ଉତୁରନ୍ତି — A landing place; ferry-ghat
  • ଦେ. ବି (ସଂ. ଘଟ୍ଟ) — ବନ୍ଦର; ସମୁଦ୍ରକୂଳରେ ଜାହାଜ ଲାଗିବା ସ୍ଥାନ — A port
  • ଦେ. ବି (ସଂ. ଘଟ୍ଟ) — ତୋଠ; (ଜଳାଶୟର କୂଳରେଥିବା) ସ୍ନାନ କରିବାର ସ୍ଥାନ — Bathing ghat
  • ଦେ. ବି (ସଂ. ଘଟ୍ଟ) — ଖଣା କଣ୍ଟା ନ ଥିବ ଥିବ ଜଳଘାଟ, ଏମନ୍ତ ବାଟରେ ଟି ନେବ ନିଜ ଥାଟ। କୃଷ୍ଣସିଂହ. ମହାଭାରତ. ଶାନ୍ତିପର୍ବ।
  • ଦେ. ବି (ସଂ. ଘଟ୍ଟ) — ଜଳାଶୟକୁ ସ୍ନାନ କରିବାକୁ ଯିବା ପାବଚ୍ଛ ବା ସୋପାନା- ବଳି — Flight of steps leading to a bathing ghat
  • ଦେ. ବି (ସଂ. ଘଟ୍ଟ) — ଗିରିସଙ୍କଟ; ଦୁଇପାଖେ ପର୍ବତ ଥିବା ସଂକୀର୍ଣ୍ଣ ପଥ — Mountain-pass
  • ଦେ. ବି (ସଂ. ଘଟ୍ଟ) — ନଗର ବା ଦୁର୍ଗର ତୋରଣ — Castle-gate; town-gate
  • ଦେ. ବି (ସଂ. ଘଟ୍ଟ) — ଯେଉଁଠାରେ ଶୁଳ୍କ ଅସୁଲ ହୁଏ — Toll-gate
  • ଦେ. ବି (ସଂ. ଘଟ୍ଟ) — ପର୍ବତ — Mountain
  • ଦେ. ବି (ସଂ. ଘଟ୍ଟ) — (ଯଥା—ପୂର୍ବଘାଟ, ପଶ୍ଚିମଘାଟ।)