ଘାଟ୍ Ghāṭ

  • ପ୍ରାଦେ. (ସମ୍ବଲପୁର) (ସଂ. ଘଟ୍ଟ)—ଘାଟ (ଦେଖ) — Ghāṭa (See)
  • ପ୍ରାଦେ. (ସମ୍ବଲପୁର) (ସଂ. ଘାତ; ତୁଳ. ହି. ଘାଟୀ, ଘଟ୍ତୀ) କ୍ଷତି; ଲୋକସାନ୍ — Loss