ଘାଉ Ghāu

  • ଦେ. ବି. (ସଂ. ଘା; ଘାତ) — କ୍ଷତ; ଘା — Wound; ulcer
  • ଦେ. ବି. (ସଂ. ଘା; ଘାତ) — ଯେହ୍ନେ ଦେହରେ ଲାଗେ ବାଣ ଘାଉ ଛାଡ଼ିଣ ରହେ ଚିହ୍ନ। ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ ।