ଘାଇଲା Ghāilā

  • ଦେ. ବିଣ. (ସଂ. ଘାତ) — ଆଘାତପ୍ରାପ୍ତ; ଆହତ — Hurt
  • ଦେ. ବିଣ. (ସଂ. ଘାତ) — ବିଶେଷଭାବରେ କ୍ଷତଯୁକ୍ତ; ଘାଉଆ; କ୍ଷତବିକ୍ଷତ — Wounded
  • ଦେ. ବିଣ. (ସଂ. ଘାତ) — ବୃଦ୍ଧିପ୍ରାପ୍ତ ହୋଇଥିବା (କ୍ଷତ) — Ulcerated (sore)