ଘସ୍ମର Ghasmara
- ସଂ. ବିଣ (ଘସ୍ ଧାତୁ+ଶୀଳାର୍ଥେ. କର୍ତ୍ତୃ. ମର) — ଖାଦକ — Devouring; eating
- ସଂ. ବିଣ (ଘସ୍ ଧାତୁ+ଶୀଳାର୍ଥେ. କର୍ତ୍ତୃ. ମର) — ଖାଇବାରେ ଅଭ୍ୟସ୍ତ — Habituated to eating
- ସଂ. ବିଣ (ଘସ୍ ଧାତୁ+ଶୀଳାର୍ଥେ. କର୍ତ୍ତୃ. ମର) — ହିଂସ୍ର — Malignant; hurtful; injurious
- ସଂ. ବିଣ (ଘସ୍ ଧାତୁ+ଶୀଳାର୍ଥେ. କର୍ତ୍ତୃ. ମର) — ପେଟୁ — Voracious; greedy; gluttonous