ଘଷିବା Ghashibā

  • ଦେ. କ୍ରି. (ଘୃଷ୍ ଧାତୁ) — ଘର୍ଷଣ କରିବା; ରଗଡ଼ିବା; ମଳିବା — To rub
  • ଦେ. କ୍ରି. (ଘୃଷ୍ ଧାତୁ) — ଚକ୍ଷୁ ଘଷଇ ବେନି ହସ୍ତେ, ଶିବକୁ ଦେଖିଲା ଅଗ୍ରତେ। ଜଗନ୍ନାଥ. ଭାଗବତ।
  • ଦେ. କ୍ରି. (ଘୃଷ୍ ଧାତୁ) — ଅନ୍ୟର ପାଦାଦି ଘର୍ଷଣ କରିବା; ମଞ୍ଚାଳିବା — To massage the limbs of another
  • ଦେ. କ୍ରି. (ଘୃଷ୍ ଧାତୁ) — ପାଲିସ୍ କରିବା — To polish; to brush
  • ଦେ. କ୍ରି. (ଘୃଷ୍ ଧାତୁ) — ମାଜି କରି ସଫା କରିବା — To clean by brushing; to scour
  • ଦେ. କ୍ରି. (ଘୃଷ୍ ଧାତୁ) — ବାଟିବା — To crush; to bruise