ଘଷରା Ghasharā

  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ଘର୍ଷଣଦ୍ୱାରା କ୍ଷୟପ୍ରାପ୍ତ — Worne out by fricrtion
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — କ୍ଷୟପ୍ରାପ୍ତ ହେବାରୁ ଅଚଳ (ମୁଦ୍ରା) — (coin) Incapable of being circulated (owing to having been worne out by constant friction and use)
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ଯେଉଁ ମୁଦ୍ରାରୁ ଅକ୍ଷର ଓ ଛାପାଆଦି ଘଷି ହୋଇ ଲିଭ ଯାଇ ଥାଏ — Defaced (coin)
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ଅତ୍ୟନ୍ତ ଅଭ୍ୟସ୍ତ ହେବା ଯୋଗୁଁ ଅନାଦୃତ — Slighted on account of constant practice
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ଅତ୍ୟନ୍ତ ଅଭ୍ୟସ୍ତ — Habituated
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ଅତି ପରିଚୟ ଯୋଗୁଁ ଅନାଦୃତ — Disregarded on account of familiarity
  • ଦେ. ବିଣ. (ସଂ. ଘୃଷ୍ ଧାତୁ) — ବହୁକାଳର ଘନିଷ୍ଠ; ଚିରପରିଚିତ — Long intimate or familiar