ଘର Ghara
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ଗୃହ; ଭବନ — House
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ପ୍ରକୋଷ୍ଠ — Room; compartment
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ବାସସ୍ଥାନ — Abode, home; residence
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ହେ ନାରାୟଣ ଭୂତେଶ୍ୱର ପ୍ରାଣିହୃଦୟ ତୋର ଘର। ଜଗନ୍ନାଥ. ଭାଗବତ।
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — କୌଣସି ଜୀବର ଆଶ୍ରୟସ୍ଥାନ; ଶାଳା — Refuse; shelter
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — (ଯଥା—ଘୋଡ଼ାଘର।)
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ବିଶେଷ କାର୍ଯ୍ୟପାଇଁ ବ୍ଯବହୃତ ପ୍ରକୋଷ୍ଠ — Room or compartment set apart for a particular use or purpose
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — (ଯଥା—ଶୋଇବା ଘର; ଖାଇବା ଘର; ରୁଷେଇ ଘର।)
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ପରିବାର; ବଂଶ; କୁଳ — family
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ତୁମ୍ଭେ ଧନବନ୍ତ ଘର କୁମର ହୋଇ—କବିସୂର୍ଯ୍ୟ. ସଙ୍ଗୀତ।
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ଉଚ୍ଚ ବଂଶ; ଉଚ୍ଚ କୁଳ — High family
- ସଂ. ବି. (ଘର ଧାତୁ=ଘୋଡ଼ାଇବା+କର୍ତ୍ତୃ. ଅ) — ଘର ଦେଖି ଦେଇ କି, ବର ଦେଖି ଦେଇ—ଢଗ।