ଘର୍ଷଣ Gharshaṇa
- ସଂ. ବି. (ଘୃଷ୍ ଧାତୁ+ଭାବ. ଅନ) — ଘଷିବା; ଘଷା — Rubbing; friction
- ସଂ. ବି. (ଘୃଷ୍ ଧାତୁ+ଭାବ. ଅନ) — ଚୂରିବା; ପେଷିବା — Grinding; pounding
- ସଂ. ବି. (ଘୃଷ୍ ଧାତୁ+ଭାବ. ଅନ) — ମଜା; ମାଜିବା — Polishing; brushing
- ସଂ. ବି. (ଘୃଷ୍ ଧାତୁ+ଭାବ. ଅନ) — ବାଟିବା; ବଟା — Pressing with the pestle; crushing or bruising
- ସଂ. ବି. (ଘୃଷ୍ ଧାତୁ+ଭାବ. ଅନ) — ତାରରେ ତାର ଘଷିବା — Rubbing two wires or strings together (of a musical instruments)