ଘରୁଆ Gharuā
- ଦେ. ବି. (ସଂ. ଘର) — ଗୃହସ୍ଥ ବ୍ଯକ୍ତି — A house-holder
- ଦେ. ବି. (ସଂ. ଘର) — ଏକ ଘରେ ବାସ କରୁଥିବା ବ୍ଯକ୍ତି — An inmate of the house
- ଦେ. ବିଣ — ସତ୍କୁଳପ୍ରସୂତ — Born of a res- pectable family
- ଦେ. ବିଣ — ଘରକରଣା; ଉତ୍ତମ ବୈଷୟିକ ଅବସ୍ଥାପନ୍ନ ପରିବାରର (ବ୍ଯକ୍ତି) — Belonging to a well-to-do family
- ଦେ. ବିଣ — ଗୃହସ୍ଥିତ — Situated in the house
- ଦେ. ବିଣ — ଗୃହପାଳିତ — Domesticated
- ଦେ. ବିଣ — ପାରିବାରିକ — Relating to the family
- ଦେ. ବିଣ — ଯେ ଊତ୍ତମରୂପେ ପରିବାର ଚଳାଏ — Ably managing a house-hold
- ପ୍ରାଦେ. (ସମ୍ବଲପୁର) ବି. — ଆତ୍ମୀୟ; ସ୍ୱଜନ — Relative