ଘରସାଜ Gharasāja

  • ପ୍ରାଦେ. (ସିଂହଭୂମି) ବି. (ସଂ. ଘର+ ସଜ୍ଜା) — ଘରର ଯାବତୀୟ ଉପକରଣ ବା ଅସ୍ବାବ୍ ଚଉକି, ବେଞ୍ଚ, ସିନ୍ଦୁକ, ପେଡ଼ି, ପେଟରା ଇତ୍ୟାଦି) — Household furnitures